Asian Games 2026: India shines on Day 8, bags 7 more medals/ଖେଳ ପଡ଼ିଆରୁ ପୁଣି ଖୁସି ଖବର: ଆଇଚି-ନାଗୋୟାରେ ଆଉ ୭ ପଦକ ହାସଲ କଲା ଭାରତ
ଏସିଆନ୍ ଗେମ୍ସ ୨୦୨୬: ଅଷ୍ଟମ ଦିନରେ ଭାରତର ଦମଦାର୍ ପ୍ରଦର୍ଶନ, ଖାତାକୁ ଆସିଲା ଆଉ ୭ଟି ପଦକ ଆଇଚି-ନାଗୋୟା ଏସିଆନ୍ ଗେମ୍ସର ଅଷ୍ଟମ ଦିନରେ ଭାରତୀୟ ଆଥଲେଟ୍ମାନେ ପୁଣି ଥରେ ନିଜର ଦବଦବା ଦେଖାଇଛନ୍ତି। ରବିବାର ଭାରତୀୟ ଖେଳାଳିମାନେ ମୋଟ ୭ଟି ପଦକ (୪ଟି ରୂପା ଓ ୩ଟି ବ୍ରୋଞ୍ଜ) ନିଜ ନାମରେ କରି ଭାରତର ପଦକ ସଂଖ୍ୟାକୁ ଆଗକୁ ବଢ଼ାଇଛନ୍ତି। ଆଥଲେଟିକ୍ସ ଓ ସ୍କ୍ୱାସରୁ ସଫଳତା: ରବିବାର ଆଥଲେଟିକ୍ସରେ ଭାରତକୁ ସବୁଠୁ ଅଧିକ ସଫଳତା ମିଳିଛି।…



