FIFA World Cup 2026: Spain Beats France to Reach the Final/ଫିଫା ବିଶ୍ୱକପ୍ ୨୦୨୬: ଫ୍ରାନ୍ସକୁ ହରାଇ ଫାଇନାଲ୍ରେ ସ୍ପେନ୍
ଫିଫା ବିଶ୍ୱକପ୍ ୨୦୨୬: ଫ୍ରାନ୍ସକୁ ହରାଇ ଫାଇନାଲ୍ରେ ସ୍ପେନ୍ ଡାଲାସ: ଫିଫା ବିଶ୍ୱକପ୍ ୨୦୨୬ର ପ୍ରଥମ ସେମିଫାଇନାଲ୍ରେ ଶକ୍ତିଶାଳୀ ଫ୍ରାନ୍ସକୁ ୨-୦ ଗୋଲ୍ରେ ପରାସ୍ତ କରି ସ୍ପେନ୍ ଗୌରବମୟ ଫାଇନାଲ୍ରେ ପ୍ରବେଶ କରିଛି। ଚମତ୍କାର ରଣନୀତି ଏବଂ ମଜଭୁତ ରକ୍ଷଣଭାଗ (ଡିଫେନ୍ସ) ବଳରେ ସ୍ପେନ୍ ଏହି ବିଜୟ ହାସଲ କରିଛି।ସ୍ପେନ୍ର ୧୯ ବର୍ଷୀୟ ଖେଳାଳି ଲାମିନ ୟାମାଲ୍ଙ୍କୁ ଫ୍ରାନ୍ସ ଡିଫେଣ୍ଡର ବକ୍ସ ଭିତରେ ଫାଉଲ୍ କରିବାରୁ ସ୍ପେନ୍କୁ ଏକ ପେନାଲ୍ଟି ମିଳିଥିଲା। ଏହାକୁ ମିକେଲ୍ ଓୟାରଜାବାଲ୍ ସଫଳ…

