Shatrughan Sinha Backs Daughter Sonakshi, Blames BJP IT Cell for Trolling/ଝିଅ ସୋନାକ୍ଷୀଙ୍କ ସପକ୍ଷରେ ବାହାରିଲେ ଶତ୍ରୁଘ୍ନ ସିହ୍ନା; କହିଲେ– ‘ଟ୍ରୋଲିଂ ପଛରେ ବିଜେପି IT ସେଲ୍ର ହାତ’…
ଝିଅ ସୋନାକ୍ଷୀଙ୍କ ସପକ୍ଷରେ ବାହାରିଲେ ଶତ୍ରୁଘ୍ନ ସିହ୍ନା; କହିଲେ- ‘ଟ୍ରୋଲିଂ ପଛରେ ବିଜେପି IT ସେଲ୍ର ହାତ’ ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ସୋସିଆଲ ମିଡିଆରେ ମିଳୁଥିବା କ୍ରମାଗତ ଟ୍ରୋଲିଂକୁ ନେଇ ଏବେ ମୁହଁ ଖୋଲିଛନ୍ତି ତାଙ୍କ ବାପା ବରିଷ୍ଠ ଅଭିନେତା-ରାଜନେତା ଶତ୍ରୁଘ୍ନ ସିହ୍ନା। ଝିଅର ସପକ୍ଷରେ ବାହାରି ସେ ସିଧାସଳଖ ବିଜେପି IT ସେଲ୍ ଉପରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ସାକ୍ଷାତକାରରେ ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ, ସୋନାକ୍ଷୀଙ୍କ ବିରୋଧରେ ହେଉଥିବା ଏହି…

