New Era, New Ambitions: Smriti Mandhana Ready to Lead India Against Zimbabwe/ନୂଆ ଅଧିନାୟିକା ସ୍ମୃତି ମନ୍ଧାନା ନେତୃତ୍ବରେ ମଇଦାନକୁ ଓହ୍ଲାଉଛି ଭାରତୀୟ ମହିଳା କ୍ରିକେଟ୍ ଟିମ୍

ସ୍ମୃତି ମନ୍ଧାନାଙ୍କ ନୂଆ ଅଧ୍ୟାୟ: ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରୁ ଭାରତୀୟ ମହିଳା କ୍ରିକେଟ୍ ଦଳର ନୂଆ ଆରମ୍ଭ ରାୟପୁର: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ନବନିଯୁକ୍ତ ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ନେତୃତ୍ବରେ ଭାରତୀୟ ଦଳ ଶୁକ୍ରବାରଠାରୁ ଜିମ୍ବାୱେ ବିପକ୍ଷରେ ୩ ଟିକିଆ ଟି-୨୦ ସିରିଜ୍ ଖେଳିବାକୁ ଓହ୍ଲାଉଛି। ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତୀୟ ମହିଳା ଦଳ ପ୍ରଥମ ଥର ପାଇଁ ଜିମ୍ବାୱେର ସାମ୍ନା କରୁଥିବା ବେଳେ, ମନ୍ଧାନା ଏହି…