Saved 174 Lives: Indian Pilot Honored by UAE President/ୟୁଏଇର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ଭାରତୀୟ ପାଇଲଟ୍ ସ୍ମିଥ୍ ମାଚ୍ଛାର

ୟୁଏଇର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ଭାରତୀୟ ପାଇଲଟ୍ ସ୍ମିଥ୍ ମାଚ୍ଛାର; ଆକାଶମାର୍ଗରେ ଦେଖାଇଥିଲେ ଅସାଧାରଣ ସାହସିକତା ନୂଆଦିଲ୍ଲୀ / ଦୁବାଇ: ଆକାଶମାର୍ଗରେ ବିମାନ ଓ ଯାତ୍ରୀଙ୍କ ଜୀବନ ବଞ୍ଚାଇ ସାହସିକତାର ପରିଚୟ ଦେଇଥିବା ଭାରତୀୟ ਪାଇଲଟ୍ କ୍ୟାପ୍ଟେନ୍ ସ୍ମିଥ୍ ମାଚ୍ଛାର ଏବଂ ତାଙ୍କ ଫ୍ଲାଇ-ଦୁବାଇ (flydubai) କ୍ରୁ ସଦସ୍ୟଙ୍କୁ ୟୁଏଇ ସରକାର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ ସେମାନଙ୍କୁ ପ୍ରତିଷ୍ଠିତ ‘ଫାର୍ଷ୍ଟ-କ୍ଲାସ୍ ଅର୍ଡର…