Bhutan GLOF: Central Water Commission Issues Flood Advisory for WB and Assam Along Sankosh River/ଭୁଟାନରେ ଗ୍ଲେସିୟର ହ୍ରଦ ବିସ୍ଫୋରଣ: ସଂକୋଷ ନଦୀକୂଳିଆ ଅଞ୍ଚଳ ପାଇଁ ବନ୍ୟା ସତର୍କତା
ଭୁଟାନରେ ବରଫ ହ୍ରଦ ଫାଟିଲା: ପଶ୍ଚିମବଙ୍ଗ ଓ ଆସାମ ପାଇଁ ବନ୍ୟା ସତର୍କତା, ନଦୀକୂଳରୁ ଲୋକଙ୍କୁ ହଟାଯାଉଛି ନ୍ୟୁଜ୍ ଡେସ୍କ: ଭୁଟାନରେ ଏକ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ଉତ୍ତର-ପଶ୍ଚିମ ଭୁଟାନର ଗାସା ଜିଲ୍ଲାରେ ଥିବା ଉଚ୍ଚ ପାହାଡ଼ିଆ ‘ସିନ୍ତାଫୁ’ (Shintaphu) ବରଫ ହ୍ରଦ (Glacial Lake) ହଠାତ୍ ଫାଟିଯିବାରୁ ପ୍ରଚୁର ପରିମାଣର ଜଳ ତଳ ଅଞ୍ଚଳକୁ ମାଡ଼ି ଆସୁଛି। ଏହି କାରଣରୁ ଭାରତର କେନ୍ଦ୍ରୀୟ ଜଳ ଆୟୋଗ (CWC) ପଶ୍ଚିମବଙ୍ଗ ଏବଂ ଆସାମ ପାଇଁ…



