Bollywood Director Sanjay Gupta (‘Kaante’, ‘Shootout at Lokhandwala’) Dies Aged 57/ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା ଅକାଳ ବିୟୋଗ; ହିନ୍ଦୀ ସିନେ ଜଗତରେ ଶୋକର ଛାୟା
ଆକ୍ସନ ଓ କ୍ରାଇମ ଫିଲ୍ମର ନିର୍ମାତା ସଞ୍ଜୟ ଗୁପ୍ତାଙ୍କ ଆକସ୍ମିକ ନିଧନ: ୫୭ ବର୍ଷ ବୟସରେ ଚାଲିଗଲେ ‘କାଣ୍ଟେ’ର ଡାଇରେକ୍ଟର ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ତଥା ପ୍ରଯୋଜକ ସଞ୍ଜୟ ଗୁପ୍ତାଙ୍କର ୫୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ମୁମ୍ବାଇ ଭର୍ସୋଭାସ୍ଥିତ ନିଜ ବାସଭବନରେ ଗୁରୁବାର ବିଳମ୍ବିତ ରାତିରେ ଅସାବଧାନତାବଶତଃ ଗୋଡ଼ ଖସିଯିବା ଯୋଗୁଁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା, ଯାହା ତାଙ୍କ ମୃତ୍ୟୁର କାରଣ ସାଜିଛି। ପୋଲିସର ସୂଚନା ଅନୁଯାୟୀ, ରାତିରେ ପରିବାର ଲୋକେ ଶୋଇଥିବା…



