Indian Hockey Team Returns to Traditional Blue Jersey/ପୁଣି ନୀଳ ଜର୍ସିରେ ମୈଦାନକୁ ଓହ୍ଲାଇବ ଭାରତୀୟ ହକି ଟିମ୍..
ପୁଣି ନୀଳ ରଙ୍ଗର ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବେ ଭାରତୀୟ ହକି ଟିମ୍ ନୂଆଦିଲ୍ଲୀ: Asian Games (ଏସୀୟ କ୍ରୀଡ଼ା)ରେ ପୁଣି ଥରେ ନିଜର ପାରମ୍ପରିକ ନୀଳ ରଙ୍ଗ (Blue) ଜର୍ସିରେ ନଜର ଆସିବେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। ବିଶ୍ୱକପ୍ ସମୟରେ କେସରିଆ (Saffron) ଜର୍ସିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ ହକି ଇଣ୍ଡିଆ (Hockey India) ପୁଣି ବ୍ଲୁ ଜର୍ସିକୁ ପ୍ରଥମ ପସନ୍ଦ ଭାବେ ବାଛିଛି। ବିଶ୍ୱକପ୍ ବେଳେ ବ୍ଲୁ…

