Navi Mumbai Expiry Date Racket Busted: FDA Led by Tukaram Mundhe Seizes Maggi & Lay’s Worth Over ₹75 Lakh/ପୁଣି ଆକ୍ସନ ମୋଡ୍ରେ IAS ତୁକାରାମ ମୁଣ୍ଡେ: ନବୀ ମୁମ୍ବାଇରୁ ଫୋର୍ଜରୀ ରାକେଟ୍ ସାମ୍ନାକୁ, ସିଜ୍ ହେଲା ପଚା ସଢ଼ା ମ୍ୟାଗି ଓ କୁରକୁରେ
ନବୀ ମୁମ୍ବାଇରେ ଏକ୍ସପାୟରୀ ଡେଟ୍ ଠକେଇ: ତୁକାରାମ ମୁଣ୍ଡେଙ୍କ କଡ଼ା ଚଢ଼ାଉ, ୭୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ମ୍ୟାଗି ଓ ଲେଜ୍ ଜବତ ନବୀ ମୁମ୍ବାଇ: ଖାଉଟିଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅସାଧୁ ବ୍ୟବସାୟୀଙ୍କ ଉପରେ ପୁଣି ଥରେ ନିଜର କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ମହାରାଷ୍ଟ୍ର ଫୁଡ୍ ଆଣ୍ଡ୍ ଡ୍ରଗ୍ସ ଆଡମିନିଷ୍ଟ୍ରେସନ୍ (FDA) କମିଶନର ତଥା ଚର୍ଚ୍ଚିତ IAS ଅଫିସର ତୁକାରାମ ମୁଣ୍ଡେ। ନବୀ ମୁମ୍ବାଇର ତୁର୍ଭେ ଶିଳ୍ପାଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ନକଲି ଖାଦ୍ୟ…

