Russia Proposes Joint Production of High-Speed ‘Ivolga’ Trains in India/ଭାରତରେ ପ୍ରସ୍ତୁତ ହେବ ରୁଷର ହାଇ-ସ୍ପିଡ୍ ‘ଇଭୋଲଗା’ ଟ୍ରେନ୍, ୩୬୦ କିମି ବେଗରେ ଦୌଡ଼ିବ!

ଭାରତରେ ଗଡ଼ିବ ରୁଷର ହାଇ-ସ୍ପିଡ୍ ‘ଇଭୋଲଗା’ ଟ୍ରେନ୍! ମିଳିମିଶି ନିର୍ମାଣ ପାଇଁ ଦେଲା ବଡ଼ ପ୍ରସ୍ତାବ ଭାରତର ରେଳ ନେଟୱାର୍କକୁ ଆହୁରି ଅତ୍ୟାଧୁନିକ ଓ ଦ୍ରୁତଗାମୀ କରିବା ପାଇଁ ରୁଷ ଏକ ବଡ଼ ପ୍ରସ୍ତାବ ଦେଇଛି। ରୁଷର ପ୍ରସିଦ୍ଧ ରେଳ ନିର୍ମାତା କମ୍ପାନୀ ‘ଟ୍ରାନ୍ସମାସହୋଲ୍ଡିଂ’ (TMH) ଭାରତ ସହ ମିଶି ନିଜର ଆଧୁନିକ ‘ଇଭୋଲଗା’ (Ivolga FG) ହାଇ-ସ୍ପିଡ୍ ଟ୍ରେନ୍ ତିଆରି କରିବାକୁ ଇଚ୍ଛା ପ୍ରକାଶ କରିଛି। ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପ୍ରସ୍ତାବ ରଖାଯାଇଛି।…