Doctor Who Moved to Odisha to Treat Adivasis Jailed Over Anti-Mining Protests/ଆଦିବାସୀଙ୍କ ସେବା ପାଇଁ ଓଡ଼ିଶା ଆସିଥିଲେ ଡାକ୍ତର: ଖଣି ବିରୋଧୀ ଆନ୍ଦୋଳନ ପାଇଁ ଏବେ ଜେଲ୍ ହାଜତରେ..
ଆଦିବାସୀଙ୍କ ସେବା ପାଇଁ ଓଡ଼ିଶା ଆସିଥିଲେ ଡାକ୍ତର: ଖଣି ବିରୋଧୀ ଆନ୍ଦୋଳନ ପାଇଁ ଏବେ ଜେଲ୍ ହାଜତରେ କଳାହାଣ୍ଡି: ବେଙ୍ଗାଲୁରୁରୁ ଏମ୍ବିବିଏସ୍ (MBBS) ପାସ୍ କରିବା ପରେ ଚାହିଁଥିଲେ ସେ କୌଣସି ବଡ଼ ସହରର ବଡ଼ ହସ୍ପିଟାଲରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି କରିପାରିଥାଆନ୍ତେ। ହେଲେ ମୁମ୍ବାଇର ଯୁବ ଡାକ୍ତର ର୍ୟାଣ୍ଡାଲ ସିକ୍କେରା (Randall Sequeira) ବାଛିଥିଲେ ଅଲଗା ରାସ୍ତା। ୨୦୧୭ ମସିହାରେ ସେ କଳାହାଣ୍ଡିର ସୁଦୂର ଆଦିବାସୀ ଅଞ୍ଚଳକୁ ଆସି ଗରିବ, ଅବହେଳିତ ଲୋକଙ୍କୁ ସ୍ୱାସ୍ଥ୍ୟସେବା…



