Indian Epic ‘Ramayana’ Heads to San Diego Comic-Con 2026; Trailer Launch on July 23!/ଆମେରିକା ‘କମିକ୍-କନ୍’ରେ ଧମାଲ୍ କରିବ ଭାରତୀୟ ସିନେମା ‘ରାମାୟଣ’, ଜୁଲାଇ ୨୩ରେ ଟ୍ରେଲର୍ ଲଞ୍ଚ
ଆନ୍ତର୍ଜାତୀୟ ମଞ୍ଚ ‘Comic-Con’ରେ ଧମାଲ୍ କରିବ ନିତେଶ ତିୱାରୀଙ୍କ ‘ରାମାୟଣ’: ରିଲିଜ୍ ହେବ ପ୍ରଥମ ଝଲକ ମୁମ୍ବାଇ: ଭାରତୀୟ ସିନେମା ଜଗତର ସବୁଠାରୁ ବଡ଼ ପ୍ରୋଜେକ୍ଟ କୁହାଯାଉଥିବା ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ ଏବେ ବିଶ୍ୱ ଦରବାରରେ ନିଜର ଜଲୱା ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆମେରିକାର ପ୍ରସିଦ୍ଧ ‘ San Diego Comic-Con (SDCC) ୨୦୨୬’ର ଅଫିସିଆଲ୍ ଲାଇନଅପ୍ରେ ଏହି ଫିଲ୍ମ ସ୍ଥାନ ପାଇଛି। ଚଳିତ ଜୁଲାଇ ୨୩ ତାରିଖରେ ଏହି ଆନ୍ତର୍ଜାତୀୟ ମଞ୍ଚରେ ଫିଲ୍ମର…

