Kaudiya (Bol Bam) devotees collect holy Mahanadi water under police supervision and barricades at Cuttack's Gadagadia Ghat on the first Shravan Monday. Photo by: Sai Saswat Mishra

Ram Temple Donation Scam: Supreme Court Suggests Setting Up SIT/ରାମ ମନ୍ଦିର ଦାନ ହେରଫେର ମାମଲା: SIT ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ.

ରାମ ମନ୍ଦିର ଦାନ ହେରଫେର ମାମଲା: ଏସଆଇଟି (SIT) ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ ଅଯୋଧ୍ୟା / ନୂଆଦିଲ୍ଲୀ (୨୦ ଜୁଲାଇ ୨୦୨୬): ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ଓ ଚୋରି ଅଭିଯୋଗ ମାମଲାରେ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି (CJI) ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (SIT)…

Wanted: A ‘Ram Bhakt’ CEO with 20 Years of Corporate/Govt Experience for Ayodhya Ram Temple!/ଅଯୋଧ୍ୟା ରାମ ମନ୍ଦିର ପାଇଁ ଖୋଜା ଚାଲିଛି ପ୍ରଥମ CEO, ଜୁଲାଇ ୧୮ ସୁଦ୍ଧା କରିପାରିବେ ଆବେଦନ…

ରାମ ମନ୍ଦିର ପ୍ରଶାସନରେ ବଡ଼ ପରିବର୍ତ୍ତନ: ପ୍ରଥମ ଥର ପାଇଁ ନିଯୁକ୍ତ ହେବେ CEO, ଜାଣନ୍ତୁ କଣ ରହିଛି ସର୍ତ୍ତ ଓ ଯୋଗ୍ୟତା ଅଯୋଧ୍ୟା:ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରର ପରିଚାଳନାକୁ ଅଧିକ ବୃତ୍ତିଗତ, ସ୍ୱଚ୍ଛ ଏବଂ ଶୃଙ୍ଖଳିତ କରିବା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଏକ ବଡ଼ ପଦକ୍ଷେପ ନେଇଛି। ମନ୍ଦିର ପ୍ରଶାସନ ଇତିହାସରେ ପ୍ରଥମ ଥର ପାଇଁ ‘ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ’ ବା CEO (Chief Executive Officer) ପଦବୀ ସୃଷ୍ଟି କରାଯାଇଛି। ଏଥିପାଇଁ…