[In Pics] A Celebration of Inclusive Brotherhood: Rakhi Festival at Bhima Bhoi School for the Blind Hostel/ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ହଷ୍ଟେଲରେ ସ୍ନେହ ଓ ଭାଇଚାରାର ପର୍ବ: ଆନନ୍ଦର ସହ ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ ନିବାସୀ
ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ହଷ୍ଟେଲରେ ସ୍ନେହ ଓ ଭାଇଚାରାର ପର୍ବ: ଆନନ୍ଦର ସହ ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ ନିବାସୀ ଭୁବନେଶ୍ୱର: ସ୍ଥାନୀୟ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ହଷ୍ଟେଲରେ ରାକ୍ଷୀ ପୂର୍ଣ୍ଣିମା (ରକ୍ଷାବନ୍ଧନ) ପର୍ବ ଅତ୍ୟନ୍ତ ଆନନ୍ଦଉଲ୍ଲାସ ଓ ଭାବପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ଘରଠାରୁ ଦୂରରେ ରହୁଥିବା ହଷ୍ଟେଲର ବିଦ୍ୟାର୍ଥୀମାନେ ନିଜ ନିଜ ଭିତରେ ଭାଇ-ଭଉଣୀର ସ୍ନେହ ଓ ପବିତ୍ର ସମ୍ପର୍କକୁ ଆଧାର କରି ଏହି ଦିନଟିକୁ ଉପଭୋଗ କରିଛନ୍ତି। ସକାଳୁ ହଷ୍ଟେଲ ପରିସରରେ…

