EC Announces October 16 Voting for 12 Rajya Sabha Seats Across 3 States/ଅକ୍ଟୋବର ୧୬ରେ ରାଜ୍ୟସଭା ନିର୍ବାଚନ; ୩ଟି ରାଜ୍ୟର ୧୨ଟି ଆସନ ପାଇଁ ପଡ଼ିବ ଭୋଟ୍..

ରାଜ୍ୟସଭା ନିର୍ବାଚନ: ଅକ୍ଟୋବର ୧୬ରେ ୧୨ଟି ଆସନ ପାଇଁ ଭୋଟଗ୍ରହଣ ଦେଶର ତିନୋଟି ରାଜ୍ୟ—ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗର ମୋଟ ୧୨ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଆସନ୍ତା ଅକ୍ଟୋବର ୧୬ ତାରିଖରେ ଏହି ସବୁ ଆସନ ପାଇଁ ଭୋଟଗ୍ରହଣ ହେବ ଏବଂ ସେହିଦିନ ହିଁ ସନ୍ଧ୍ୟାରେ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, ସେପ୍ଟେମ୍ବର ୨୯ରେ ଏନେଇ ଆନୁଷ୍ଠାନିକ ବିଜ୍ଞପ୍ତି…