Keep It on Headphones! Railways Imposes Strict Fines for Loud Phone Calls and Music/ଟ୍ରେନରେ ଜୋରରେ ଗୀତ ବଜାଇଲେ କିମ୍ବା ଫୋନରେ କଥା ହେଲେ ଯିବେ ଜେଲ୍! ଜାଣନ୍ତୁ ନୂଆ ରେଳ ନିୟମ..
ଟ୍ରେନ୍ କିମ୍ବା ଷ୍ଟେସନରେ ମୋବାଇଲ୍ ସ୍ପିକରରେ ଜୋରରେ ଗୀତ ବଜାଇବା କିମ୍ବା ଭିଡିଓ ଦେଖିବା ଆପଣଙ୍କୁ ଜେଲ୍ ପର୍ଯ୍ୟନ୍ତ ନେଇଯାଇପାରେ। ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ଏନେଇ କଡ଼ା ପଦକ୍ଷେପ ନେଇଛି। ଟ୍ରେନ୍ ଭିତରେ କିମ୍ବା ଷ୍ଟେସନରେ ମୋବାଇଲ୍ରେ କଥା ହେଲାବେଳେ କିମ୍ବା ଭିଡିଓ ଦେଖିଲାବେଳେ ଅନ୍ୟମାନଙ୍କୁ କିପରି ଅସୁବିଧା ନ ହୁଏ, ସେଥିପାଇଁ ନିମ୍ନଲିଖିତ କଥାଗୁଡ଼ିକ ଧ୍ୟାନ ରଖିବା ଜରୁରୀ: ଇୟରଫୋନ୍ ବ୍ୟବହାର କରନ୍ତୁ: ଟ୍ରେନ୍ କିମ୍ବା ପ୍ଲାଟଫର୍ମରେ ଗୀତ, ରିଲ୍ସ କିମ୍ବା ଭିଡିଓ…



