No Relief for Rahul Gandhi: Bombay High Court Refuses to Quash Defamation Case/’Commander-in-Thief’ ମନ୍ତବ୍ୟ ମାମଲା: ରାହୁଲ ଗାନ୍ଧୀଙ୍କୁ ଲାଗିଲା ବଡ଼ ଝଟକା

ପ୍ରଧାନମନ୍ତ୍ରୀଙ୍କୁ ‘କମାଣ୍ଡର-ଇନ୍-ଥିଫ୍’ ମନ୍ତବ୍ୟ ମାମଲା: ରାହୁଲ ଗାନ୍ଧୀଙ୍କୁ ଝଟକା, ସମନ୍ସ ରଦ୍ଦ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ ମୁମ୍ବାଇ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ‘କମାଣ୍ଡର-ଇନ୍-ଥିଫ୍’ ମନ୍ତବ୍ୟ ଦେବା ମାମଲାରେ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ବମ୍ବେ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ୨୦୧୯ ମସିହାରେ ତଳ କୋର୍ଟ ପକ୍ଷରୁ ଜାରି ହୋଇଥିବା ମାନହାନି ସମନ୍ସକୁ ରଦ୍ଦ କରିବା ପାଇଁ ରାହୁଲ ଗାନ୍ଧୀ କରିଥିବା ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ…