Rahul Gandhi Alleges 'Grand Conspiracy' Over Govt's Move to Link Welfare Payouts with Voter ID

‘Not Just Vote Theft, It’s Rights Theft’: Rahul Gandhi Targets Modi Govt Over New Welfare Rules/‘ଗଣତନ୍ତ୍ର ହାଇଜାକ୍‌ କରୁଛନ୍ତି ମୋଦୀ ସରକାର’: ଭୋଟର ID-ସରକାରୀ ଯୋଜନା ଲିଙ୍କକୁ ନେଇ ବର୍ଷିଲେ ରାହୁଲ ଗାନ୍ଧୀ..

ସରକାରୀ ଯୋଜନାରେ ଭୋଟର ID ସଂଯୋଗୀକରଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ   ନୂଆଦିଲ୍ଲୀ[News Inshot]: ସରକାରୀ ଯୋଜନାର ଲାଭ ପାଇବା ପାଇଁ ଆଧାର ବଦଳରେ ଭୋଟର ID (EPIC) ଓ ବାୟୋମେଟ୍ରିକ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ (ଲଲନ) ସିଂହଙ୍କ ବ୍ୟବସ୍ଥାକୁ ନେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହାକୁ ଏକ ‘ଗଭୀର ଚକ୍ରାନ୍ତ’ ବୋଲି ଅଭିଯୋଗ କରି…