Rahul Gandhi Safe After Convoy Collision on Purvanchal Expressway in UP/ଉତ୍ତର ପ୍ରଦେଶରେ ରାହୁଲ ଗାନ୍ଧୀଙ୍କ କାଫିଲା ଦୁର୍ଘଟଣାଗ୍ରସ୍ତ; ସୁରକ୍ଷିତ ଅଛନ୍ତି ରାହୁଲ

ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ରାହୁଲ ଗାନ୍ଧୀଙ୍କ କାଫିଲା ଦୁର୍ଘଟଣାଗ୍ରସ୍ତ: ଅଳ୍ପକେ ବର୍ତ୍ତିଗଲେ ରାହୁଲ, କେତେକ ଆହାତ ସୁଲତାନ୍‌ପୁର: ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଆଜି ସକାଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ କାଫିଲା (Convoy) ଏକ ରୋଡ୍‌ ଆକ୍ସିଡେଣ୍ଟର ଶିକାର ହୋଇଛି। ତେବେ ସୌଭାଗ୍ୟବଶତଃ ରାହୁଲ ଗାନ୍ଧୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କ ଗାଡ଼ିର କୌଣସି କ୍ଷତି ହୋଇନାହିଁ। ମିଳିଥିବା ସୂଚନା ମୁତାବକ, ରାହୁଲ…