‘Quockerwodger’: Shashi Tharoor Takes a Swipe at BJP with New Word/‘Quockerwodger’ (ରାଜନୈତିକ କଣ୍ଢେଇ): ଶବ୍ଦ ବାଣ ମାରି ବିଜେପିକୁ ଶଶି ଥରୁରଙ୍କ କଟାକ୍ଷ..

‘Quockerwodger’ ଶବ୍ଦ ମାଧ୍ୟମରେ ବିଜେପିକୁ ଶଶି ଥରୁରଙ୍କ ସମାଲୋଚନା କଂଗ୍ରେସ ସାଂସଦ ଶଶି ଥରୁର ପୁଣି ଥରେ ନିଜର ଜଟିଳ ଇଂରାଜୀ ଶବ୍ଦକୋଷକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ‘Quockerwodger’ (କ୍ୱୋକରୱୋଡଜର) ଶବ୍ଦଟି ବ୍ୟବହାର କରି ଶାସକ ଦଳ ବିଜେପିକୁ ସମାଲୋଚନା କରିଛନ୍ତି । ସୋସିଆଲ ମିଡିଆ ‘X’ରେ ଏକ ପୋଷ୍ଟ କରି ଥରୁର ଏହି ଶବ୍ଦଟିକୁ “ଆମ ସମୟର ଶବ୍ଦ” ବୋଲି କହିଛନ୍ତି । ‘Quockerwodger’ର ଶାବ୍ଦିକ ଅର୍ଥ ହେଉଛି ଉନବିଂଶ ଶତାବ୍ଦୀର…