Arctic Open 2026: PV Sindhu Bows Out in Hard-Fought Quarter-Final/Arctic Open 2026: କ୍ୱାର୍ଟରଫାଇନାଲରୁ ବିଦା ହେଲେ ପି.ଭି. ସିନ୍ଧୁ, ଶେଷ ହେଲା ଭାରତର ଅଭିଯାନ କ୍ୱାର୍ଟରଫାଇନାଲରୁ ବିଦା ହେଲେ ପି.ଭି. ସିନ୍ଧୁ, ଶେଷ ହେଲା ଭାରତର ଅଭିଯାନ
ଆର୍କ୍ଟିକ୍ ଓପନ୍ ୨୦୨୬: କ୍ୱାର୍ଟରଫାଇନାଲରୁ ବିଦା ହେଲେ ପି.ଭି. ସିନ୍ଧୁ, ଶେଷ ହେଲା ଭାରତର ଅଭିଯାନ ଆର୍କ୍ଟିକ୍ ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରୁ ଭାରତର ଆଶା ମଉଳି ଯାଇଛି। ମହିଳା ଏକକ (Women’s Singles) କ୍ୱାର୍ଟରଫାଇନାଲ ମ୍ୟାଚରେ ଦୁଇଥରର ଅଲମ୍ପିକ୍ ପଦକ ବିଜେତା ପି.ଭି. ସିନ୍ଧୁ କଠିନ ସଂଘର୍ଷ ପରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବାହାରି ଯାଇଛନ୍ତି। ଫିନଲ୍ୟାଣ୍ଡର ଭାଣ୍ଟାଠାରେ ଅନୁଷ୍ଠିତ ଏହି ରୋମାଞ୍ଚକର ମ୍ୟାଚରେ ସିନ୍ଧୁ ଥାଇଲାଣ୍ଡର ବିଶ୍ୱର ୫ ନମ୍ବର ଖେଳାଳି ତଥାଟର୍ପ-ସିଡଡ୍ ରଚନୋକ୍ ଇନ୍ଥାନୋନ୍…



