Minors Tied to Police Car Bonnet: Human Rights Panel Orders FIR Against Pune Police Chiefs/ପୁଣେ ପୋଲିସର ଅତ୍ୟାଚାର: ନାବାଳକଙ୍କୁ ଗାଡ଼ି ବୋନେଟ୍ରେ ବାନ୍ଧିବା ଘଟଣାରେ FIR ନିର୍ଦ୍ଦେଶ
ପୁଣେ ପୋଲିସ ବିରୋଧରେ ଏଫ୍ଆଇଆର୍ ନିର୍ଦ୍ଦେଶ: ନାବାଳକଙ୍କୁ ଗାଡ଼ି ବୋନେଟ୍ରେ ବାନ୍ଧି ବୁଲାଇବା ଘଟଣାରେ ମାନବାଧିକାର କମିଶନଙ୍କ କଠୋର ପଦକ୍ଷେପ ପୁଣେ: ନାବାଳକଙ୍କୁ ପୋଲିସ ଗାଡ଼ି ବୋନେଟ୍ରେ ବାନ୍ଧି ରାସ୍ତାରେ ବୁଲାଇବା ଏବଂ ହାଜତରେ ଅତ୍ୟାଚାର କରିବା ଅଭିଯୋଗରେ ପୁଣେ ପୋଲିସର ବରିଷ୍ଠ ଅଧିକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଇଛି । ମହାରାଷ୍ଟ୍ର ରାଜ୍ୟ ମାନବାଧିକାର କମିଶନ (MSHRC) ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ପୁଣେ ପୋଲିସ କମିଶନର ଅମିତେଶ କୁମାରଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କ…

