EPS-95 Higher Pension: Pensioners Seek PM Modi & President’s Intervention Against Discriminatory EPFO Rules/EPS-95 Higher Pension: ଅଧିକ ପେନସନ୍ ପାଇଁ ସଂଗ୍ରାମ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରସ୍ଥ ହେଲା NCPA

ଅଧିକ ପେନସନ୍ ବିବାଦ: ଏବେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେଲେ ଅବସରପ୍ରାପ୍ତ କର୍ମଚାରୀ; EPFO ବିରୋଧରେ ଶୋଷଣ ଅଭିଯୋଗ ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ର କଠୋର ନିୟମ ଯୋଗୁଁ ଅଧିକ ପେନସନ୍‌ରୁ ବଞ୍ଚିତ ହେଉଥିବା ଲକ୍ଷାଧିକ ଅବସରପ୍ରାପ୍ତ କର୍ମଚାରୀ ଏବେ ସିଧାସଳଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି| ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ, ଏବେ ‘ନ୍ୟାସନାଲ କନଫେଡେରେସନ ଅଫ ପେନସନରସ ଆସୋସିଏସନ’ (NCPA) ପକ୍ଷରୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି EPFO ର ମନମୁଖୀ…