PM Modi Birthday: CM Mohan Majhi Inaugurates Mega Blood Donation Camp & Plantation Drive in Odisha/ମୋଦୀଙ୍କ ଜନ୍ମଦିନରେ ‘ସେବା ସଂକଳ୍ପ ଅଭିଯାନ’: ବୃକ୍ଷରୋପଣ ସହ ମେଗା ରକ୍ତଦାନ ଶିବିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ..
ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ: ରାଜ୍ୟବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’, ଅଶୋକ ଚାରା ରୋପଣ ସହ ମେଗା ରକ୍ତଦାନ ଶିବିର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (୧୭ ସେପ୍ଟେମ୍ବର ୨୦୨୬):ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ଆଜି ସାରା ରାଜ୍ୟରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ହୋଇଯାଇଛି। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନ ପରିସରରେ ଏକ ଅଶୋକ ଚାରା ରୋପଣ କରି ସବୁଜିମା ଓ…

