US Issues Warning On Iran Sanctions Following PM Modi-Pezeshkian Bilateral Talks/ମୋଦୀ-ପେଜେସକିଆନ ବୈଠକ ପରେ ବଦଳିଲା ଆମେରିକାର ଆଭିମୁଖ୍ୟ, କଟକଣାକୁ ନେଇ କଡ଼ା ଚେତାବନୀ
ଆଇରାନ ସହ ବାଣିଜ୍ୟ ଏବଂ କଟକଣାକୁ ନେଇ ଆମେରିକାର କଡ଼ା ଚେତାବନୀ: କହିଲା “କୌଣସି ଦେଶ ଆଇରାନକୁ ସାହାଯ୍ୟ କରିବା ଉଚିତ୍ ନୁହେଁ” ୱାଶିଂଟନ / ଶାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆଇରାନ ରାଷ୍ଟ୍ରପତି ମସୁଦ ପେଜେସକିଆନଙ୍କ ମଧ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ସାକ୍ଷାତକାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ପରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ (Marco Rubio) ଆଇରାନ ଉପରେ ଲାଗିଥିବା ଆମେରିକୀୟ କଟକଣା…

