PM Modi’s Bhubaneswar Visit: Tight Security Multi-Tiered, 70 Police Platoons Deployed/ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର ଗସ୍ତ: କଡ଼ା ସୁରକ୍ଷା ବଳୟରେ ରାଜଧାନୀ, ମୁତୟନ ୭୦ ପ୍ଲାଟୁନ୍ ପୋଲିସ
ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର ଗସ୍ତ: କଡ଼ା ସୁରକ୍ଷା ବଳୟରେ ରାଜଧାନୀ, ମୁତୟନ ୭୦ ପ୍ଲାଟୁନ୍ ପୋଲିସ PM Modi’s Bhubaneswar Visit: Detailed Security Blueprint & Traffic Advisory Issued ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ରବିବାର ଦିନର ଭୁବନେଶ୍ୱର ଓ ଜଟଣୀ ଗସ୍ତ ପାଇଁ ରାଜଧାନୀରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ୱିନ୍-ସିଟି କମିଶନରେଟ୍ ପୋଲିସ ଏବଂ ବରିଷ୍ଠ ଅଧିକାରୀମାନେ ପୂରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…



