Big Relief for Pinaki Misra: Delhi High Court Quashes 2019 Criminal Defamation Case/ପିନାକୀ ମିଶ୍ରଙ୍କୁ ବଡ଼ ଆଶ୍ୱସ୍ତି: ମାନହାନି ମାମଲା ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ

ପିନାକୀ ମିଶ୍ରଙ୍କୁ ବଡ଼ ଆଶ୍ୱସ୍ତି: ମାନହାନି ମାମଲା ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ ନୂଆଦିଲ୍ଲୀ: ସିନିୟର ଆଡଭୋକେଟ୍ ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି। ୨୦୧୯ ମସିହାରୁ ତାଙ୍କ ବିରୋଧରେ ଚାଲିଥିବା ଏକ ଅପରାଧିକ ମାନହାନି ମାମଲାକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।ଜଷ୍ଟିସ ସ୍ୱର୍ଣ୍ଣ କାନ୍ତା ଶର୍ମାଙ୍କ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ପିନାକୀ ମିଶ୍ରଙ୍କ ବିରୋଧରେ ଆବଶ୍ୟକୀୟ ତଥ୍ୟ ଓ ପ୍ରମାଣର ଅଭାବ ରହିଛି। ଫଳରେ…