Fuel Outlets Threaten UPI Ban Above ₹2,000 Over New ₹5 Merchant Fee/ପେଟ୍ରୋଲ ପମ୍ପରେ UPI ଝଟକା: ₹୨,୦୦୦ରୁ ଅଧିକ ଦେୟ ପାଇଁ କେବଳ Cash ଗ୍ରହଣ ଚେତାବନୀ
୨,୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟରେ ₹୫ ଶୁଳ୍କ: ପେଟ୍ରୋଲ ପମ୍ପ ମାଲିକଙ୍କ ନଗଦ କାରବାର ଚେତାବନୀ ଗ୍ରାହକମାନଙ୍କ ପାଇଁ ପେଟ୍ରୋଲ ପମ୍ପରେ UPI ମାଧ୍ୟମରେ ତେଲ କିଣିବା ଆଗକୁ କଷ୍ଟକର ହୋଇପାରେ। ₹୨,୦୦୦ରୁ ଅଧିକ ଟଙ୍କାର Digital Payment ଉପରେ ₹୫ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଶୁଳ୍କ ଲାଗୁ କରିବାକୁ NPCI ନିଷ୍ପତ୍ତି ନେବା ପରେ, ସାରା ଦେଶର ପେଟ୍ରୋଲ ପମ୍ପ ଡିଲରମାନେ ଏହାକୁ କଡ଼ା ବିରୋଧ କରିଛନ୍ତି। ‘ଅଲ୍ ଇଣ୍ଡିଆ ପେଟ୍ରୋଲିୟମ୍ ଡିଲର୍ସ…

