Bin Laden Targeted India Years Before 9/11, Reveals Declassified CIA Report/ଭାରତ ଥିଲା ଲାଦେନର ହିଟ୍ ଲିଷ୍ଟରେ: CIA ଦସ୍ତାବିଜରୁ ବଡ଼ ଖୁଲାସା
୯/୧୧ ଆକ୍ରମଣ ପୂର୍ବରୁ ଭାରତ ଉପରେ ଥିଲା ଆଲକାଏଦାର ନଜର: ସାମ୍ନାକୁ ଆସିଲା CIAର ଗୋପନୀୟ ତଥ୍ୟ ଆମେରିକାରେ ହୋଇଥିବା ଭୟଙ୍କର ୯/୧୧ ଆକ୍ରମଣର ବହୁ ବର୍ଷ ପୂର୍ବରୁ ଆତଙ୍କବାଦୀ ସଂଗଠନ ଆଲକାଏଦା ମୁଖିଆ ଓସାମା ବିନ୍ ଲାଦେନ୍ ଭାରତ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିଲା। ଆମେରିକାର ଗୁପ୍ତଚର ସଂସ୍ଥା CIA ଦ୍ୱାରା ନିକଟରେ ସାର୍ବଜନୀନ କରାଯାଇଥିବା କିଛି ଅତି ଗୋପନୀୟ ଦସ୍ତାବିଜରୁ ଏହି ବଡ଼ ସୂଚନା ସାମ୍ନାକୁ ଆସିଛି। ୧୯୯୮ରୁ ଭାରତ…

