Big Win Off Odisha Coast: ONGC Strikes Natural Gas in Mahanadi Deep Waters/ଗଭୀର ସମୁଦ୍ରରେ ONGC ର ଧମାକା: ମହାନଦୀ ବେସିନ୍‌ରୁ ମିଳିଲା ପ୍ରଚୁର ଗ୍ୟାସ୍!

ମହାନଦୀ ବେସିନ୍‌ରେ ମିଳିଲା ପ୍ରଚୁର ପ୍ରାକୃତିକ ଗ୍ୟାସ୍: ସମୁଦ୍ର ମନ୍ଥନ ଅଭିଯାନରେ ONGC କୁ ବଡ଼ ସଫଳତା ଭୁବନେଶ୍ୱର: ଓଡ଼ିଶା ଉପକୂଳସ୍ଥ ମହାନଦୀ ବେସିନ୍‌ର ଗଭୀର ସମୁଦ୍ର ଭିତରେ ମିଳିଛି ବଡ଼ ଧରଣର ପ୍ରାକୃତିକ ଗ୍ୟାସ୍ ଭଣ୍ଡାର। ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମ (ONGC) ର ଚାଲିଥିବା ‘ସମୁଦ୍ର ମନ୍ଥନ’ ଅଭିଯାନ ଅଧୀନରେ ଖନନ କରାଯାଇଥିବା ପ୍ରଥମ କୂଅ ‘MDW-28’ ରୁ ଗ୍ୟାସ୍ ବାହାରିବା ଆରମ୍ଭ ହୋଇଛି। ଗ୍ୟାସର ଚାପ ଓ ବାହାରିବା ହାର ବେଶ୍…