CM Mohan Charan Majhi Inspects 7th Odisha Travel Bazaar; Meets Kapil Dev in Bhubaneswar/ଭୁବନେଶ୍ୱରରେ ୭ମ ଓଡ଼ିଶା ଟ୍ରାଭେଲ ବଜାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ କପିଲ୍ ଦେଵ

୭ମ ଓଡ଼ିଶା ଟ୍ରାଭେଲ ବଜାର ଉଦଘାଟିତ: ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କଲେ କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେଵ ଭୁବନେଶ୍ୱର (୩ ଅକ୍ଟୋବର ୨୦୨୬): ଭୁବନେଶ୍ୱରସ୍ଥିତ ମେ ଫେୟାର ସାଞ୍ଚୁରୀଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ୭ମ ‘ଓଡ଼ିଶା ଟ୍ରାଭେଲ ବଜାର’ (OTB) ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀ ବୁଲି ଦେଖିବା ସହ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ସମ୍ଭାବନା ଉପରେ…