[In Pics] Odisha Textbook Row Escalates: BJD Marches to Assembly, Demands Resignation of Mass Education Minister/ପାଠ୍ୟପୁସ୍ତକ ଭୁଲ୍କୁ ନେଇ ଗର୍ଜିଲା ବିଜେଡି: ଲୋୟର PMG ରୁ ବିଧାନସଭା ଯାଏଁ ହଟ୍ଟଗୋଳ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି..
ପାଠ୍ୟପୁସ୍ତକ ଭୁଲ୍କୁ ନେଇ ଗର୍ଜିଲା ବିଜେଡି: ଲୋୟର PMG ରୁ ବିଧାନସଭା ଯାଏଁ ହଟ୍ଟଗୋଳ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ହଜାର ହଜାର ଭୁଲ୍ ଏବଂ ଟେଣ୍ଡର ଜାଲିଆତିକୁ ନେଇ ରାଜଧାନୀ ଭୁବନେଶ୍ୱରରେ ରାଜନୈତିକ ସ୍ଥିତି ଉତ୍ତାପ ହୋଇପଡ଼ିଛି। ବିଜୁ ଛାତ୍ର ଜନତା ଦଳ (BCJD) ଏବଂ ବିଜୁ ଯୁବ ଜନତା ଦଳ (BYJD) ର ହଜାର ହଜାର କାର୍ଯ୍ୟକର୍ତ୍ତା ଲୋୟର PMG ରେ ଅହୋରାତ୍ର ଧାରଣାରେ ବସିବା…


