CM Mohan Majhi Approves Up to ₹10,000 Incentive Allowance for College Principals-in-Charge/କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ପାଇଁ ମାସିକ ଭତ୍ତା ଘୋଷଣା: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି
ଅଣ-ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କ ପାଇଁ ସ୍ୱତନ୍ତ୍ର ଭତ୍ତା ଘୋଷଣା କଲେ ରାଜ୍ୟ ସରକାର ଭୁବନେଶ୍ୱର[News Inshot]: ରାଜ୍ୟର ଘରୋଇ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୪୮୮ ଓ ୬୬୨ ବର୍ଗର ଅଣ-ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷ (Principal-in-charge) ମାନଙ୍କ ପାଇଁ ସ୍ଥାନ ଭିତ୍ତିକ ମାସିକ ପ୍ରୋତ୍ସାହନ ଭତ୍ତା ମଞ୍ଜୁର କରାଯାଇଛି। ସରକାରଙ୍କ…



