UAE Investment Campaign Concludes: Odisha Secures ₹2.43 Lakh Crore Proposals, Over 6 Lakh Jobs Expected/CM ଙ୍କ ୟୁଏଇ ଗସ୍ତ ଶେଷ: ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ନିବେଶ, ସୃଷ୍ଟି ହେବ ୬ ଲକ୍ଷ ନିଯୁକ୍ତି..

ୟୁଏଇ ଗସ୍ତ ଶେଷ: ଓଡ଼ିଶାକୁ ଆସିବ ୨.୪୩ ଲକ୍ଷ କୋଟିର ପୁଞ୍ଜି, ସୃଷ୍ଟି ହେବ ୬ ଲକ୍ଷରୁ ଅଧିକ ନିଯୁକ୍ତି ଦୁବାଇ/ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତିନି ଦିନିଆ ୟୁଏଇ (UAE) ଗସ୍ତ ସଫଳତାର ସହ ଶେଷ ହୋଇଛି। ଓଡ଼ିଶାକୁ ଭାରତର ପରବର୍ତ୍ତୀ ପ୍ରମୁଖ ଉତ୍ପାଦନ ଓ ପୁଞ୍ଜିନିବେଶ ପଣ୍ଡ ଦେଶ ଭାବେ ଗଢ଼ି ତୋଳିବା ପାଇଁ ହୋଇଥିବା ଏହି ଅଭିଯାନରୁ ରାଜ୍ୟକୁ ବଡ଼ ସଫଳତା ମିଳିଛି। ଏହି ଗସ୍ତ କାଳରେ ମୋଟ ୨,୪୩,୧୬୨ କୋଟି ଟଙ୍କାର…