Low Pressure Area Likely to Form over Bay of Bengal by October 23/ବଙ୍ଗୋପସାଗରରେ ପୁଣି ପାଗ ପରିବର୍ତ୍ତନ: ଅକ୍ଟୋବର ୨୩ ସୁଦ୍ଧା ଆସୁଛି ଲଘୁଚାପ!

ବଙ୍ଗୋପସାଗରରେ ପୁଣି ପାଗ ପରିବର୍ତ୍ତନ: ଅକ୍ଟୋବର ୨୩ ସୁଦ୍ଧା ଆସୁଛି ଲଘୁଚାପ! ବର୍ଷା ଋତୁ ଯାଉ ଯାଉ ପୁଣିଥରେ ପାଗରେ ପରିବର୍ତ୍ତନର ସଙ୍କେତ ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି। ବର୍ତ୍ତମାନ ଥାଇଲାଣ୍ଡ ଏବଂ ମିଆଁମାର ଆଖପାଖ ଅଞ୍ଚଳରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ (Cyclonic Circulation) ରହିଛି। ଏହି ସିଷ୍ଟମ୍ କ୍ରମଶଃ ପଶ୍ଚିମ ମୁହାଁ ହୋଇ ଉତ୍ତର ଆଣ୍ଡାମାନ ସାଗର ମଧ୍ୟକୁ…