Odisha CM Mohan Charan Majhi Leads High-Level Investment Drive in UAE/ଦୁବାଇରେ ଓଡ଼ିଶା ନିବେଶକ ସମ୍ମିଳନୀ: ପେଟ୍ରୋକେମିକାଲ୍ ଓ ଶିଳ୍ପ ସହଭାଗିତା ଉପରେ ଚର୍ଚ୍ଚା
ୟୁଏଇରେ ଓଡ଼ିଶା ନିବେଶକ ସମ୍ମିଳନୀ: ପ୍ରଥମ ଦିନରେ ନିବେଶ ଓ ବ୍ୟବସାୟିକ ସହଭାଗିତା ଉପରେ ଗୁରୁତ୍ବ ଦୁବାଇ:ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନର ପ୍ରଥମ ଦିନରେ ବ୍ୟବସାୟ, ନିବେଶ ଓ କୂଟନୈତିକ କ୍ଷେତ୍ରରେ ଏକାଧିକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଯାଇଥିବା ଓଡ଼ିଶା ପ୍ରତିନିଧିମଣ୍ଡଳୀ ୟୁଏଇର ପ୍ରମୁଖ ଶିଳ୍ପପତି ଓ ନିବେଶକମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅଭିଯାନ ଅଧୀନରେ ‘ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC)’ର ବ୍ୟବସାୟିକ…

