Bay of Bengal low pressure system and stormy weather clouds over Odisha coastline

Bay of Bengal to Witness Another System in 24 Hours: IMD Issues Alert/ବଙ୍ଗୋପସାଗରରେ ଆଉ ଏକ ସିଷ୍ଟମ୍: ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା: ଓଡ଼ିଶା ଉପରେ କି ପ୍ରଭାବ ପଡ଼ିବ? ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଶେଷ ନହେଉଣୁ ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ନିୟାମକ ସକ୍ରିୟ ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଆଗାମୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସିଷ୍ଟମ୍‌ଟି ପରବର୍ତ୍ତୀ…

Cyclone Alert for Odisha: IMD Predicts Severe Storm Landing by October 28, Heavy Rains Expected/ପୁଣି ବାତ୍ୟା ବିପଦରେ ଓଡ଼ିଶା: ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶା ଉପରେ ପୁଣି ବାତ୍ୟା ଭୟ: ଅକ୍ଟୋବର 28 ବେଳକୁ ମାଡ଼ ହେବା ଆଶଙ୍କା, ପ୍ରବଳ ବର୍ଷା ପାଇଁ ଆର୍ଲଟ୍ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗ (IMD) ର ଆକଳନ ଅନୁଯାୟୀ, ଏହା ଏକ ଶକ୍ତିଶାଳୀ ବାତ୍ୟାର ରୂପ ନେଇ ଆସନ୍ତା ଅକ୍ଟୋବର 28 ବେଳକୁ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ উপকূল ମୁହାଁ ହୋଇପାରେ। ମୁଖ୍ୟ ଆକର୍ଷଣ: ବାତ୍ୟା ଆକଳନ: ସାମୁଦ୍ରିକ ଝଡ଼ଟି କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ…