Major Relief for JSW Steel: Odisha HC Quashes Rs 696 Cr Demand, Sets Aside Rs 1,473 Cr Notice/JSW ଷ୍ଟିଲକୁ ଓଡ଼ିଶା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି: ୬୯୬ କୋଟି ଜରିମାନା ରଦ୍ଦ, ୧୪୭୩ କୋଟି ନୋଟିସ୍ ଖାରଜ

JSW ଷ୍ଟିଲକୁ ଓଡ଼ିଶା ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି: ୬୯୬ କୋଟିର ଜରିମାନା ରଦ୍ଦ, ୧,୪୭୩ କୋଟି ନୋଟିସ୍ ଖାରଜ କଟକ (ନ୍ୟୁଜ୍ ଡେସ୍କ): ବିଶିଷ୍ଟ ଇସ୍ପାତ ନିର୍ମାତା କମ୍ପାନୀ JSW ଷ୍ଟିଲକୁ ଓଡ଼ିଶା ହାଇକୋର୍ଟରୁ ଏକ ବଡ଼ ଧରଣର ଆଇନଗତ ଆଶ୍ୱସ୍ତି ମିଳିଛି। ଖଣି ବିଭାଗ ପକ୍ଷରୁ କମ୍ପାନୀ ଉପରେ ଲଗାଯାଇଥିବା ପ୍ରାୟ ୨,୧୬୯ କୋଟି ଟଙ୍କାର ଦୁଇଟି ମାମଲାରେ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାଟି କ’ଣ ଥିଲା? କେନ୍ଦୁଝର ଯୋଡ଼ା ଖଣି ଅଞ୍ଚଳରେ ଥିବା…

Major Relief for BJD Leader Pratap Jena as Supreme Court Grants Clean Chit in Mahanga Case/ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱାସନା; ବିଜେଡି କହିଲା— ‘ସତ୍ୟ ଓ ଆଇନର ବିଜୟ’

ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍, ସ୍ୱାଗତ କଲା ବିଜେଡି ଭୁବନେଶ୍ୱର (ନ୍ୟୁଜ୍ ଇନ୍‌ସଟ୍): ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ଥା ବିଜେଡି ନେତା ପ୍ରତାପ ଜେନାଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ କ୍ଲିନଚିଟ୍ ମିଳିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ପରେ ମାମଲାର ସମ୍ପୂର୍ଣ୍ଣ ଆଇନଗତ ସ୍ଥିତି ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ୨୦୨୧ ଜାନୁଆରୀ ୨ ତାରିଖରେ ମାହାଙ୍ଗାରେ ବିଜେପି ନେତା କୁଳମଣି ବାରିକ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ…