Indian Coast Guard Launches Rapid Aerial HADR Operations in Flood-Hit Ganjam, Odisha/“ବୟଂ ରକ୍ଷାମଃ”: ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ଦେବଦୂତ ସାଜିଲା ଭାରତୀୟ କୋଷ୍ଟଗାର୍ଡ..

ବାତ୍ୟା ‘ଅର୍ଣ୍ଣବ’ ପ୍ରକୋପ: ଗଞ୍ଜାମରେ ଭାରତୀୟ କୋଷ୍ଟଗାର୍ଡର ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ, ହେଲିକପ୍ଟର ଜରିଆରେ ବଣ୍ଟାଗଲା ଖାଦ୍ୟ ଓ ପାଣି ଭୁବନେଶ୍ୱର:News Inshot: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ପ୍ରଭାବିତ ଲୋକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ଆଗେଇ ଆସିଛି ଭାରତୀୟ କୋଷ୍ଟଗାର୍ଡ (ICG)। ଗୁରୁବାର ଓ ଶୁକ୍ରବାର ଦିନ କୋଷ୍ଟଗାର୍ଡ ପକ୍ଷରୁ ଗଞ୍ଜାମର ବନ୍ୟାଘେର ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବ୍ୟାପକ ରିଲିଫ୍‌ ଓ ଉଦ୍ଧାର ଅପରେସନ୍‌ ଚଲାଯାଇଛି।  …

Very Severe Cyclone Arnab: Landfall Expected Soon; Schools Closed & NDRF Deployed in Odisha/ଆନ୍ଧ୍ର ଉପକୂଳ ମୁହାଁ ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ଓଡ଼ିଶାର ୬ ଜିଲ୍ଲାରେ ରେଡ୍ ଆଲର୍ଟ, ସ୍ଥାନାନ୍ତର ପ୍ରକ୍ରିୟା ତେଜିଲା

ଆନ୍ଧ୍ର ଉପକୂଳ ମୁହାଁ ଭୀଷଣ ବାତ୍ୟା ‘ଅର୍ଣ୍ଣବ’: ଓଡ଼ିଶାରେ ରେଡ୍ ଆଲର୍ଟ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ତେଜିଲା ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ ଏବେ ଉପକୂଳ ଆଡ଼କୁ ଆଗେଇ ଚାଲିଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ବୁଧବାର ସକାଳେ ଏହି ବାତ୍ୟା ଆନ୍ଧ୍ରପ୍ରଦେଶର ବାପଟ୍ଟଲା ଓ ବିଶାଖାପାଟଣା (ୟାନାମ ନିକଟସ୍ଥ) ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫…

Cyclone ‘Arnab’ Readiness: NDRF & ODRAF Teams Deployed in Odisha and Neighboring States/ବାତ୍ୟା ‘ଅର୍ଣ୍ଣବ’ ପ୍ରସ୍ତୁତି: ୩ଟି ରାଜ୍ୟରେ NDRF ଓ ODRAF ଟିମ୍ ନିୟୋଜିତ ଜୋରଦାର..

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା: ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରରେ NDRF/ODRAF ଟିମ୍ ମୋତୟନ; OSDMA ର ନିର୍ଦ୍ଦେଶକ୍ରମେ ଗ୍ରହଣ କରାଗଲା ବଡ଼ ପଦକ୍ଷେପ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ଉଦ୍ଧାରକାରୀ ଦଳ (ଟିମ୍) ମୋତୟନ ପ୍ରକ୍ରିୟା ଜୋରଦାର କରାଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ (OSDMA) ସହିତ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ପ୍ରଶାସନ ପକ୍ଷରୁ ଟିମ୍ ମୋତୟନ କରାଯାଇଛି।…

Cyclone Alert for Odisha: IMD Predicts Severe Storm Landing by October 28, Heavy Rains Expected/ପୁଣି ବାତ୍ୟା ବିପଦରେ ଓଡ଼ିଶା: ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଶା ଉପରେ ପୁଣି ବାତ୍ୟା ଭୟ: ଅକ୍ଟୋବର 28 ବେଳକୁ ମାଡ଼ ହେବା ଆଶଙ୍କା, ପ୍ରବଳ ବର୍ଷା ପାଇଁ ଆର୍ଲଟ୍ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବାଲଘୁଚାପ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗ (IMD) ର ଆକଳନ ଅନୁଯାୟୀ, ଏହା ଏକ ଶକ୍ତିଶାଳୀ ବାତ୍ୟାର ରୂପ ନେଇ ଆସନ୍ତା ଅକ୍ଟୋବର 28 ବେଳକୁ ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ উপকূল ମୁହାଁ ହୋଇପାରେ। ମୁଖ୍ୟ ଆକର୍ଷଣ: ବାତ୍ୟା ଆକଳନ: ସାମୁଦ୍ରିକ ଝଡ଼ଟି କ୍ରମଶଃ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ…