Odisha College Election Results: ABVP and BCJD Secure Major Wins Across Campuses/ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା କଲେଜ ନିର୍ବାଚନ, ବିଜୟୀ ପ୍ରାର୍ଥୀଙ୍କୁ ନେଇ ଉତ୍ସାହ..

ଓଡ଼ିଶା କଲେଜ ଛାତ୍ରସଂସଦ ନିର୍ବାଚନ: ୮ ବର୍ଷ ପରେ କ୍ୟାମ୍ପସରେ ଉତ୍ସାହ, ABVP ଓ BCJD ର ଦବଦବା ଭୁବନେଶ୍ୱର:ଓଡ଼ିଶାରେ ଦୀର୍ଘ ୮ ବର୍ଷର ବ୍ରେକ୍ ପରେ ଅନୁଷ୍ଠିତ ହୋଇଥିବା ବହୁ ପ୍ରତୀକ୍ଷିତ ଛାତ୍ରସଂସଦ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ରାଜ୍ୟର ପ୍ରାୟ ୩୫୯ଟି ଉଚ୍ଚଶିକ୍ଷାନୁଷ୍ଠାନରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଓ ଭୋଟ୍ ଗଣତି ଶେଷ ହେବା ପରେ ବିଭିନ୍ନ କଲେଜରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ସାମ୍ନାକୁ ଆସିଛି।ଏହି ନିର୍ବାଚନରେ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର…