[In Pics] Statewide Normal Life Impacted as INDIA Bloc Observes 12-Hour Odisha Bandh/ଭୁବନେଶ୍ୱରରେ ଇଣ୍ଡିଆ ମେଣ୍ଟର ରାସ୍ତାରୋକ ଓ ରେଳରୋକ; ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ
ଇଣ୍ଡିଆ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ: ଭୁବନେଶ୍ୱର ସମେତ ରାଜ୍ୟସାରା ଜନଜୀବନ ପ୍ରଭାବିତ ଭୁବନେଶ୍ୱର: ଖଣି ଆଇନ ସଂଶୋଧନ ପ୍ରତ୍ୟାହାର, ନିର୍ବାଚନୀ ସଂସ୍କାର ଏବଂ ପାଠ୍ୟପୁସ୍ତକ ବିବାଦ ଭଳି ମୁଖ୍ୟ ଦାବିକୁ ନେଇ କଂଗ୍ରେସ ଓ ଇଣ୍ଡିଆ (INDIA) ମେଣ୍ଟର ସହଯୋଗୀ ଦଳଗୁଡ଼ିକ ପକ୍ଷରୁ ଆଜି ଆହୂତ ୧୨ ଘଣ୍ଟିଆ ସାରା-ରାଜ୍ୟ ବନ୍ଦର ପ୍ରଭାବ ଓଡ଼ିଶାର ବିଭିନ୍ନ ଭାଗରେ ଦେଖିବାକୁ ମିଳିଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିଥିବା ଏହି ବନ୍ଦ…



