Odisha DGP Selection Row: Amicus Raju Ramachandran Clashes with State AG in Supreme Court/ଓଡ଼ିଶା DGP ନିଯୁକ୍ତି ବିବାଦ: ଅଦାଲତରେ ଆମିକସ କ୍ୟୁରି ଓ ରାଜ୍ୟ AGଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ…
ଓଡ଼ିଶା DGP ନିଯୁକ୍ତି ବିବାଦ: ସୁପ୍ରିମକୋର୍ଟରେ ହଟଚମଟ, ଆମିକସଙ୍କ ଗରମାଗରମ ଜବାବ୍ ଓ ସରକାରଙ୍କ ଗୁମର ନୂଆଦିଲ୍ଲୀ: ଓଡ଼ିଶାର ନୂଆ ଡିଜିପି (DGP) ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ବିବାଦ ଉଗ୍ର ରୂପ ନେଇଛି। ଗୋଟିଏ ପଟେ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରାଜ୍ୟ ସରକାରଙ୍କୁ କୋର୍ଟ କଠୋର ପ୍ରଶ୍ନବାଣ ମାରିଥିବା ବେଳେ, ଅନ୍ୟପଟେ ଶୁଣାଣି ବେଳେ ରାଜ୍ୟ ଆଡଭୋକେଟ ଜେନେରାଲ (AG) ଏବଂ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ କ୍ୟୁରିଙ୍କ ମଧ୍ୟରେ ଜବରଦସ୍ତ ଯୁକ୍ତିତର୍କ ଦେଖିବାକୁ ମିଳିଛି।…



