CM Mohan Majhi Launches ₹39,382 Cr Projects in Kalinganagar/କଳିଙ୍ଗନଗରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ୩୯,୩୮୨ କୋଟିର ୪୬ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର..

କଳିଙ୍ଗନଗରରେ industrial boost: ₹୩୯,୩୮୨ କୋଟିର ୪୬ଟି ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯାଜପୁର, ୧୪ ଅକ୍ଟୋବର:ଓଡ଼ିଶାର ଶିଳ୍ପାୟନ ଯାତ୍ରାରେ ଆଜି ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ଯାଜପୁର ଜିଲ୍ଲାର କଳିଙ୍ଗନଗର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୩୯,୩୮୨ କୋଟି ଟଙ୍କାର ୪୬ଟି ଭିନ୍ନ ଭିନ୍ନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କରିଛନ୍ତି. ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଦେଶ ବିଦେଶର…

“I Was Just Going to Sleep”: Amitabh Bachchan Slams Retirement Rumors/ଅମିତାଭ ବଚ୍ଚନ ଅଭିନୟ ଛାଡ଼ୁନାହାନ୍ତି: ଅବସର ଗୁଜବର ସତ ଜଣାଇଲେ ବିଗ୍‌-ବି

ଅମିତାଭ ବଚ୍ଚନ ଅଭିନୟ ଛାଡ଼ୁନାହାନ୍ତି: ‘ରିଟାୟାର’ ଖବରର ସତ ଜଣାଇଲେ ବିଗ୍‌-ବି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଅଭିନୟ କିମ୍ବା ଟିଭି ଶୋ’ରୁ ଅବସର ନେଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚାରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନିକଟରେ ତାଙ୍କର ଗୋଟିଏ ବ୍ଲଗ୍‌ ପୋଷ୍ଟକୁ ନେଇ ଗଣମାଧ୍ୟମରେ ସେ ଅବସର ନେଉଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା। ତେବେ ଏହାକୁ ନିଜର ମଜାଳିଆ ଏବଂ ସ୍ପଷ୍ଟ ଶୈଳୀରେ ଖଣ୍ଡନ କରିଛନ୍ତି ନିଜେ ଅମିତାଭ। କାହିଁକି ଆରମ୍ଭ ହୋଇଥିଲା ଗୁଜବ? ସେ…