Israel Invites PM Modi and Hero Indian Pilot Captain Smit Machchhar to Light Torch on Independence Day/ଇସ୍ରାଏଲ୍‌ରେ ଭାରତର ଗୌରବ: ସ୍ୱାଧୀନତା ଦିବସରେ ମଶାଲ ଜାଳିବେ ପ୍ରଧାନମନ୍ତ୍ରୀ ମୋଦି ଓ ବୀର ପାଇଲଟ୍‌ ସ୍ମିତ ମଚ୍ଛର

ଇସ୍ରାଏଲ୍ ସ୍ୱାଧୀନତା ଦିବସରେ ମୋଦି ଏବଂ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କୁ ମହତ୍ତ୍ୱପୂର୍ଣ୍ଣ ସମ୍ମାନ; ମସିହା ସୃଷ୍ଟି କଲା ଭାରତୀୟଙ୍କ ବୀରତା ନୂଆଦିଲ୍ଲୀ: ଜୀବନ ବଞ୍ଚାଇବାର ଏକ ଅଦ୍ଭୁତ ସାହସିକତା ପାଇଁ ଭାରତୀୟ କମର୍ସିଆଲ୍ ପାଇଲଟ୍ କ୍ୟାପଟେନ୍ ସ୍ମିତ ମଚ୍ଛର ଏବେ ବିଶ୍ୱବ୍ୟାପୀ ପ୍ରଶଂସାର ପାତ୍ର ପାଲଟିଛନ୍ତି। ତାଙ୍କର ଏହି ଅସାଧାରଣ ସାହସକୁ ସମ୍ମାନ ଜଣାଇ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଏକ ବଡ଼ ଘୋଷଣା କରିଛନ୍ତି। ନେତନ୍ୟାହୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ୟାପଟେନ୍…