Himalayan Disaster: Mudslides Wipe Out Villages and Border Outposts in Nepal/ହିମାଳୟରେ ପ୍ରାକୃତିକ ବିପର୍ଯ୍ୟୟ: ଭୋଟେ କୋଶୀ ନଦୀରେ ବନ୍ୟା, ନେପାଳ-ଚୀନ୍ ସୀମାରେ ବ୍ୟାପକ କ୍ଷତି…
ନେପାଳ-ଚୀନ୍ ସୀମାରେ ପ୍ରକୃତିର ତାଣ୍ଡବ: ଭୋଟେ କୋଶୀ ନଦୀରେ ଭୟଙ୍କର ବନ୍ୟା, ଚୀନ୍ର ଇମିଗ୍ରେସନ୍ ଅଫିସ୍ ସହ ଭାସିଗଲା ଗାଁ କାଠମାଣ୍ଡୁ / ବେଜିଂ: ନେପାଳ ଏବଂ ଚୀନ୍ର ତିବ୍ଦତ ସୀମାବର୍ତ୍ତୀ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ପ୍ରକୃତି ଭୟଙ୍କର ତାଣ୍ଡବ ରଚିଛି। ଭୋଟେ କୋଶୀ ନଦୀରେ ଅଚାନକ ଆସିଥିବା ପ୍ରବଳ ବନ୍ୟା ଏବଂ ପାହାଡ଼ ଧସିବା (ଭୂସ୍ଖଳନ) ଯୋଗୁଁ ନେପାଳର ରସୁୱା ଜିଲ୍ଲା ଏବଂ ତିବ୍ଦତ ସୀମାବର୍ତ୍ତୀ ଗାଁଗୁଡ଼ିକ ଛାରଖାର ହୋଇଯାଇଛି। ଏହି ବନ୍ୟାର ଭୟଙ୍କର ରୂପ…

