Kaudiya (Bol Bam) devotees collect holy Mahanadi water under police supervision and barricades at Cuttack's Gadagadia Ghat on the first Shravan Monday. Photo by: Sai Saswat Mishra

“Treat With Empathy, Not Force”: Ex-HRD Minister Murli Manohar Joshi Speaks Out for NEET Students/ବଳପ୍ରଯୋଗ ନୁହେଁ, ସହାନୁଭୂତି ଦରକାର”: NEET ଛାତ୍ରଛାତ୍ରୀଙ୍କ ସ୍ୱର ସାଜିଲେ ପୂର୍ବତନ ଶିକ୍ଷାମନ୍ତ୍ରୀ.

NEET ପ୍ରଶ୍ନପତ୍ର ଲିକ୍ ବିରୋଧରେ ଆନ୍ଦୋଳନ – ଛାତ୍ରଛାତ୍ରୀଙ୍କ ସମର୍ଥନରେ ବାହାରିଲେ ମୁରଲୀ ମନୋହର ଯୋଶୀସହାନୁଭୂତିର ଆବଶ୍ୟକତା: ବିଜେପିର ବରିଷ୍ଠ ନେତା ପୂର୍ବତନ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ମୁରଲୀ ମନୋହର ଯୋଶୀ ଦିଲ୍ଲୀରେ NEET ପରୀକ୍ଷା ନିୟମ ଓ ପ୍ରଶ୍ନପତ୍ର ଲିକ୍ ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଚିନ୍ତା ଓ ଦାବି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ (Genuine)।ବଳପ୍ରଯୋଗକୁ ନିନ୍ଦା: ଜନ୍ତର-ମନ୍ତରରେ ଆନ୍ଦୋଳନରତ ଛାତ୍ରଛାତ୍ରୀ, ବିଶେଷ କରି ଛାତ୍ରୀମାନଙ୍କ…