Suspected IED Blast Targets Assam Rifles Convoy in Nagaland; 1 Soldier Killed, 4 Injured/ନାଗାଲାଣ୍ଡରେ ଆସାମ ରାଇଫଲ୍ସ ଗାଡ଼ିକୁ ଟାର୍ଗେଟ କରି ଆଇଇଡି (IED) ବିସ୍ଫୋରଣ; ଜଣେ ସହୀଦ, ୪ ଆହତ.
ଚୁମୁକେଡିମା (ନାଗାଲାଣ୍ଡ): ଉତ୍ତର-ପୂର୍ବ ଭାରତର ଆସାମ ଏବଂ ମଣିପୁର ସୀମାନ୍ତ ନାଗାଲାଣ୍ଡରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଦେଖିବାକୁ ମିଳିଛି। ସୋମବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଚୁମୁକେଡିମା ଜିଲ୍ଲାର ସୁଖୋଭି ନିକଟସ୍ଥ ‘ଏ’ ଗ୍ରାମରେ ଆସାମ ରାଇଫଲ୍ସର ଏକ କନଭୟ (ସେନା ଗାଡ଼ି ଦଳ) ଉପରକୁ ଶକ୍ତିଶାଳୀ ଆଇଇଡି (IED) ବିସ୍ଫୋରଣ କରାଯାଇଛି। ଏହି ଭୟଙ୍କର ବ୍ଲାଷ୍ଟରେ ଆସାମ ରାଇଫଲ୍ସର ଜଣେ ଗାଡ଼ି ଚାଳକ (ଯବାନ) ଘଟଣାସ୍ଥଳରେ ହିଁ ଶହୀଦ ହୋଇଛନ୍ତି। ଏହାସହ ଅନ୍ୟ…

