Asian Para Games 2026: India Starts Strong with 11 Medals on Day 1, Ranks 4th/ଏସୀୟ ପାରା ଗେମ୍ସ: ପ୍ରଥମ ଦିନରେ ଭାରତର ବାଜିମାତ୍, ଜିତିଲା ୧୧ଟି ପଦକ
ଏଷିଆନ୍ ପାରା ଗେମ୍ସ (Asian Para Games 2026) ର ପ୍ରଥମ ଦିନରେ ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରି ଦେଶ ପାଇଁ ଗର୍ବ ଆଣିଛନ୍ତି। ଜାପାନର ଆଇଚି-ନାଗୋୟା (Aichi-Nagoya) ଠାରେ ଚାଲିଥିବା ଏହି ମହାକୁମ୍ଭର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ମୋଟ ୧୧ଟି ପଦକ ଜିତିପାରିଛି। ଏହି ଜବରଦସ୍ତ ଆରମ୍ଭ ବଳରେ ଭାରତ ପଦକ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ପ୍ରଥମ ଦିନରେ ଭାରତୀୟ ଖେଳାଳିମାନେ ୪ଟି ସ୍ୱର୍ଣ୍ଣ (Gold), ୫ଟି ରୌପ୍ୟ (Silver)…



