CM Mohan Charan Majhi Attends State-Level ‘Angan Ka Utsav’ and 9th Rashtriya Poshan Maah at Baramunda/ବରମୁଣ୍ଡା ଅଙ୍ଗନବାଡ଼ିରେ ‘ଆଙ୍ଗନ୍ କା ଉତ୍ସବ’ ଓ ରାଷ୍ଟ୍ରୀୟ ପୋଷଣ ମାସ: ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବରମୁଣ୍ଡା ଅଙ୍ଗନବାଡ଼ିରେ ‘ଆଙ୍ଗନ୍ କା ଉତ୍ସବ’: ଶିଶୁଙ୍କୁ ନିଜ ହାତରେ ଖାଇବା ପରସିଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର (୨୯ ସେପ୍ଟେମ୍ବର): ରାଜ୍ୟରେ କୁପୋଷଣ ଦୂର କରିବା ଏବଂ ମା’ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଆଉ ପାଦେ ଆଗକୁ ନେବା ପାଇଁ ଆରମ୍ଭ ହୋଇଛି ବିଶେଷ ପ୍ରୟାସ। ମଙ୍ଗଳବାର ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରଠାରେ ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଏବଂ ୯ମ ‘ରାଷ୍ଟ୍ରୀୟ ପୋଷଣ ମାସ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ…