“Ek Din, Ek Ghanta, Ek Saath”: CM Mohan Charan Majhi Joins Swachhata Abhiyan at Khandagiri/ସ୍ୱଚ୍ଛ ଓ ସୁନ୍ଦର ଓଡ଼ିଶା ଗଠନ ପାଇଁ ଆହ୍ୱାନ: ଖଣ୍ଡଗିରିଠାରେ ବିଏମସିର ସ୍ୱଚ୍ଛତା ଅଭିଯାନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଖଣ୍ଡଗିରିଠାରେ ସ୍ୱଚ୍ଛତା ଅଭିଯାନ: ଯୋଗଦେଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର, ୧ ଅକ୍ଟୋବର ୨୦୨୬: ଭୁବନେଶ୍ୱର ମହାନଗର ନିଗମ (BMC) ଦ୍ୱାରା ଖଣ୍ଡଗିରିଠାରେ ଆୟୋଜିତ “ଏକ ଦିନ, ଏକ ଘଣ୍ଟା, ଏକ ସାଥ୍ – ସ୍ୱଚ୍ଛତା ଅଭିଯାନ” କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜେ ଶ୍ରମଦାନ କରିବା ସହ ନାଗରିକମାନଙ୍କୁ ସ୍ୱଚ୍ଛତା ରକ୍ଷା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱଚ୍ଛତା…



